ସିବିଏଫ୍‌ସି ପ୍ୟାନେଲ୍‌ ଐତିହାସିକଙ୍କ ମତ:‘ପଦ୍ମାବତୀ’ରେ ଇତିହାସ ସହ କିମ୍ବଦନ୍ତୀ ମିଶିଛି

ଜୟପୁର : ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦେଖାଦେଇଥିବା ବିବାଦ ତୁଟିନଥିବା ବେଳେ ଫିଲ୍ମର ଶୁଭମୁକ୍ତି ପାଇଁ ଫିଲ୍ମ ନିର୍ମାତାମାନେ ଆଶା ବାନ୍ଧି ବସିଛନ୍ତି। ଫିଲ୍ମଟିକୁ ପୁଙ୍ଖାନୁପୁଙ୍ଖ ଦେଖି ତାହାର କଥାବସ୍ତୁକୁ ତର୍ଜ୍ଜମା କରିବା ଲାଗି ସିବିଏଫ୍‌ସି ଏକ ଐତିହାସିକମଣ୍ଡଳୀ ଗଠନ କରିଛନ୍ତି। ତେବେ ଏହି ମଣ୍ଡଳୀର ଐତିହାସିକ ତଥା ଜୟପୁର ଅଗ୍ରଓ୍ଵାଲ ସ୍ନାତକୋତ୍ତର ମହାବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଆର୍‌ଏସ ଖଙ୍ଗାରୋତ୍‌ ଆଜି ଦେଇଥିବା … Continue reading ସିବିଏଫ୍‌ସି ପ୍ୟାନେଲ୍‌ ଐତିହାସିକଙ୍କ ମତ:‘ପଦ୍ମାବତୀ’ରେ ଇତିହାସ ସହ କିମ୍ବଦନ୍ତୀ ମିଶିଛି